ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ ଆବେଦନର ସମୟସୀମା ବଢିଲା

Pradhan Mantri Fasal Bima Yojana

Pradhan Mantri Fasal Bima Yojana: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (Pradhan Mantri Fasal Bima Yojana) – ଖରିଫ ୨୦୨୩ ର ପଞ୍ଜିକରଣ ର ଧାର୍ଯ୍ୟ ତାରିଖ ୩୧-୦୭ -୨୦୨୩ କୁ ଓଡିଶା ସରକାରଙ୍କ ଅନୁରୋଧ କ୍ରମେ ଘୁଞ୍ଚା ଯାଇ ୦୫-୦୮-୨୦୨୩ କୁ ବୃଦ୍ଧି କରାଯାଇ ଅଛି I ଫସଲ ବୀମା ଯୋଜନା ସହାୟତା : ୧. ଚଳିତ ବର୍ଷ ରାଜ୍ୟ ସରକାର ଚାଷୀମାନଂକର ଫସଲ ବୀମା ପ୍ରିମିଯମ ଚାଷୀ ପିଛା ସର୍ବାଧିକ ୨ … Read more